ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରୁ ଜବତ ହେଲା ୨ ଲକ୍ଷ ୪୨ ହଜାର ଟଙ୍କା
ସୁନ୍ଦରଗଡ଼,୧୮।୫: ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅଧୀନ କଇଁସରା ଗ୍ରାମରୁ ପୋଲିସ ୨ ଲକ୍ଷ ୪୨ ହଜାର ଟଙ୍କା ଜବତ କରିଛି। ଜବତ ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷ ଉତ୍ତର ଦେଇ ନ ଥିବାରୁ ପୋଲିସ ୨ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦ୍ୱୟ ହେଲେ ଭୀମସେନ ନାୟକ ଓ କୃପାସିନ୍ଧୁ ଦୁବେ ବୋଲି ପୋଲିସ କହିଛି। ଏପରି କି ଗିରଫ ବ୍ୟକ୍ତିଙ୍କ ନିକଟରୁ ପୋଲିସ ଏନ୍ଭଲପ, ନୋଟ ପ୍ୟାଡ ଏବଂ ଭୋଟର ଲିଷ୍ଟ ମଧ୍ୟ […] The post ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରୁ ଜବତ ହେଲା ୨ ଲକ୍ଷ ୪୨ ହଜାର ଟଙ୍କା appeared first on Dharitri Odia News.
ସୁନ୍ଦରଗଡ଼,୧୮।୫: ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅଧୀନ କଇଁସରା ଗ୍ରାମରୁ ପୋଲିସ ୨ ଲକ୍ଷ ୪୨ ହଜାର ଟଙ୍କା ଜବତ କରିଛି। ଜବତ ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷ ଉତ୍ତର ଦେଇ ନ ଥିବାରୁ ପୋଲିସ ୨ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦ୍ୱୟ ହେଲେ ଭୀମସେନ ନାୟକ ଓ କୃପାସିନ୍ଧୁ ଦୁବେ ବୋଲି ପୋଲିସ କହିଛି। ଏପରି କି ଗିରଫ ବ୍ୟକ୍ତିଙ୍କ ନିକଟରୁ ପୋଲିସ ଏନ୍ଭଲପ, ନୋଟ ପ୍ୟାଡ ଏବଂ ଭୋଟର ଲିଷ୍ଟ ମଧ୍ୟ ଜବତ କରାଯାଇଛି।
ଏନେଇ ପୋଲସି ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଅନ୍ୟପକ୍ଷେ ନିର୍ବାଚନରେ ଟଙ୍କା ବାଣ୍ଟିବା ପାଇଁ ଏହି ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି।
The post ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରୁ ଜବତ ହେଲା ୨ ଲକ୍ଷ ୪୨ ହଜାର ଟଙ୍କା appeared first on Dharitri Odia News.