ନିର୍ବାଚନୀ ବଣ୍ଡ୍ ବ୍ୟାନ୍ ପରେ ଟେନସନରେ ବିଜେଡି
ସୁପ୍ରିମକୋର୍ଟରେ ନିର୍ବାଚନ ବଣ୍ଡ ଅସାମ୍ବିଧାନିକ ଘୋଷଣା ହେବା ପରେ ବିଜେଡିକୁ ଘାରିଛି ତଥ୍ୟ ଦାଖଲରେ ସ୍ବଚ୍ଛତା ଚିନ୍ତା। ୨୦୧୮ରୁ କେଉଁ ବାଟେ କାହାଠୁ ଚାନ୍ଦା ଆକାରରେ ଆଣିଛି ୭୭୪କୋଟିରୁ ଅଧିକ ଟଙ୍କା, ଇସିଆଇଙ୍କ ନିକଟରେ ଦାଖଲ କରିବ ତଥ୍ୟ।