ନିଶାସକ୍ତ ଅବସ୍ଥାରେ ଦ୍ରୁତଗତିରେ ଆସି କୁନି ପୁଅର ଜୀବନ ନେଇଗଲା ବାଇକ ଚାଳକ, CCTVରେ କଏଦ୍ ହେଲା ଦୃଶ୍ୟ |
ରାଜଧାନୀ ରଜରେ ଘଟିଗଲା ହୃଦୟ ବିଦାରକ ଘଟଣା | ସାଲିଆ ସାହି ଅଞ୍ଚଳରେ ଘର ଆଗରେ କୁନି ପୁଅଟି ଛିଡା ହୋଇଥିବା ବେଳେ ନୃଶଂସ ଭାବେ ନିଶାସକ୍ତ ଅବସ୍ଥାରେ ଦ୍ରୁତଗତିରେ ଆସି ଜୀବନ ନେଇଗଲା ବାଇଙ୍କ ଚାଳକ | ଯାହାକୁ ନେଇ ରାଜଧାନୀ ରାଜରାସ୍ତାରେ ପ୍ରତ