ନୂଆ ଆୟକର ବିଲ୍କୁ ନେଇ ଲୋକସଭା ସିଲେକ୍ଟ କମିଟିର ଅନୁଶୀଳନ
ନୂଆ ଆୟକର ବିଲ୍କୁ ନେଇ ଲୋକସଭା ସିଲେକ୍ଟ କମିଟିର ଅନୁଶୀଳନ । ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏହି କମିଟି ବିଲ୍ ସମ୍ପର୍କରେ ଅନୁଶୀଳନ କରିଛନ୍ତି । ଲୋକସଭା ସିଲେକ୍ଟ କମିଟି ଦୁଇ ଦିନ ଧରି ନୂଆ ଆୟକର ବିଲ୍ର ଯାଞ୍ଚ କରିବ