ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ମୁତୟନ ହେବେ ୬୦ ପ୍ଲାଟୁନ ଫୋର୍ସ

ପୁରୀ ୨୯।୧୨: ଇଂରାଜୀ ନୂଆବର୍ଷରେ ଭିଡ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଦୁଇ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ, ୧୦ ଅତିରିକ୍ତ ଏସପି, ୩୩ ଡିଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀଙ୍କ ସମେତ ମୁତୟନ ରହିବେ ୬୨ ଇନ୍ସପେକ୍ଟର । ୨୪୫ ସଂଖ୍ୟାରେ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ୩୦ ହାବିଲଦାର, ୨୯୦ ଜଣ କନଷ୍ଟେବଳ ବା ସିପାହୀ ପାହ୍ୟା କର୍ମଚାରୀ ମୁତୟନ ରହିବେ । ଏଥିସହିତ ୩୮ ଜଣ ଟ୍ରେନି ହାବିଲଦାର କନଷ୍ଟେବଳଙ୍କ ସମେତ ୬୫୦ ଗୃହରକ୍ଷୀ ମୁତୟନ ହେବେ । ସାମ୍ବାଦିକ ସମ୍ମିଳନୀ ରେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ସୂଚନା ଦେଇଛନ୍ତି ।You Can Read:ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜନ୍ମମାଟିରେ ସାଂସଦ ମୁନ୍ନା ଖାଁ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପରିବାରକୁ ଭେଟିଲେ

ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ମୁତୟନ ହେବେ ୬୦ ପ୍ଲାଟୁନ ଫୋର୍ସ

ପୁରୀ ୨୯।୧୨: ଇଂରାଜୀ ନୂଆବର୍ଷରେ ଭିଡ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଦୁଇ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ, ୧୦ ଅତିରିକ୍ତ ଏସପି, ୩୩ ଡିଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀଙ୍କ ସମେତ ମୁତୟନ ରହିବେ ୬୨ ଇନ୍ସପେକ୍ଟର । ୨୪୫ ସଂଖ୍ୟାରେ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ୩୦ ହାବିଲଦାର, ୨୯୦ ଜଣ କନଷ୍ଟେବଳ ବା ସିପାହୀ ପାହ୍ୟା କର୍ମଚାରୀ ମୁତୟନ ରହିବେ । ଏଥିସହିତ ୩୮ ଜଣ ଟ୍ରେନି ହାବିଲଦାର କନଷ୍ଟେବଳଙ୍କ ସମେତ ୬୫୦ ଗୃହରକ୍ଷୀ ମୁତୟନ ହେବେ । ସାମ୍ବାଦିକ ସମ୍ମିଳନୀ ରେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ସୂଚନା ଦେଇଛନ୍ତି ।

You Can Read:

ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜନ୍ମମାଟିରେ ସାଂସଦ ମୁନ୍ନା ଖାଁ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପରିବାରକୁ ଭେଟିଲେ