ନେତାଙ୍କ କଥା ଧୂଆଁବାଣ !

ରାସ୍ତା ନାହିଁ ତ ଭୋଟ୍ ନାହିଁ । ବିକାଶ ନାଁରେ ମିଛ ପ୍ରତିଶ୍ରୁତି ଦେଇଥିବା ସରକାରକୁ ଜବାବ ଦେବାକୁ ବଜ୍ର ଶପଥ ନେଉଛନ୍ତି ଗାଁ ଲୋକେ । ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଉଛନ୍ତି ।