ନେପାଳରେ ପୁଣି ଭୂକମ୍ପ ଝଟକା, ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ପୁଣି ଭୂକମ୍ପ ଝଟକା। ଭୂକମ୍ପରେ ଥରିଥିଲା ଗ୍ରୀସ୍। ରାତି ପ୍ରାୟ ୧:୩୩ ରେ ଗ୍ରୀସରେ ଭୂମିକମ୍ପ... The post ନେପାଳରେ ପୁଣି ଭୂକମ୍ପ ଝଟକା, ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ appeared first on .

ନେପାଳରେ ପୁଣି ଭୂକମ୍ପ ଝଟକା, ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ପୁଣି ଭୂକମ୍ପ ଝଟକା। ଭୂକମ୍ପରେ ଥରିଥିଲା ଗ୍ରୀସ୍। ରାତି ପ୍ରାୟ ୧:୩୩ ରେ ଗ୍ରୀସରେ ଭୂମିକମ୍ପ ହୋଇଥିବା ସୂଚନା । ଭୂମିକମ୍ପ ହୋଇଥିବା ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଥିବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଥିଲା। ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିନାହିଁ ।

ଏହାର ଦୁଇ ଦିନ ପୂର୍ବରୁ ପଶ୍ଚିମ ନେପାଳର କାସ୍କି ଜିଲ୍ଲାରେ ୪.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂମିକମ୍ପ ମନିଟରିଂ ଏବଂ ଗବେଷଣା କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁରୁ ପ୍ରାୟ ୨୫୦ କିଲୋମିଟର ଦୂରରେ କାସ୍କି ଜିଲ୍ଲାର ସିନୁୱା ଅଞ୍ଚଳରେ ଥିଲା ଏବଂ ଏହା ଅପରାହ୍ନ ୧.୫୯ ମିନିଟରେ ଝଟକା ହୋଇଥିଲା।

 

The post ନେପାଳରେ ପୁଣି ଭୂକମ୍ପ ଝଟକା, ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ appeared first on .