ନୟାଗଡରୁ ଆସିଲା ଅଘଟଣର ଖବର...ବାଣ ଭିଡୁ ଭିଡୁ ବିସ୍ଫୋରଣରେ ଉଡିଲା ଛାତ....
ବାଣ ଭିଡୁ ଭିଡୁ ଘଟିଛି ବିସ୍ଫୋରଣ । ଯେଉଁ ଆଜବେଷ୍ଟସ୍ ଘର ଭିତରେ ବାଣ ଭିଡା ଚାଲିଥିଲା ତାହା ପୂରା ଉପରକୁ ଉଡି ଯାଇଥିଲା । ଏହି ଦୃଶ୍ୟ ଦେଖି ଆରପଣ ଜାଣିପାରୁଥିବେ ବିସ୍ଫୋରଣ କେତେ ଭୟଙ୍କର ଥିଲା । ଏଭଳି ଏକ ଅଘଟଣର ଖବର ଆସିଛି ନୟାଗଡ ଜିଲ୍ଲା