ପଖାଳ ଦିବସ ପାଳନ ପାଇଁ ୨୨ ଦେଶକୁ ଚିଠି ଲେଖିଲେ ସରକାର, କହିଲେ ଓଡ଼ିଆଙ୍କ ପ୍ରିୟ ଏହି…

ଭୁବନେଶ୍ୱର,୧୨ା୩: ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପାଳନ କରାଯାଏ ପଖାଳ ଦିବସ। ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ଆହୁରି ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ଅତି କମ୍‌ରେ ୨୨ଟି ଦେଶରେ ଥିବା ଓଡ଼ିଆ ସଂଗଠନକୁ ନିବେଦନ କରିଛନ୍ତି। ବିଭିନ୍ନ ଦେଶରେ ରହୁଥିବା ଓଡ଼ିଆ ସଂଗଠନ ‘ଓଡ଼ିଆ ପରିବାର’ ଏବଂ ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଚିଠି ଲେଖିଛନ୍ତି। ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରତିବର୍ଷ ମାର୍ଚ୍ଚ ୨୦ରେ ରାଜ୍ୟବ୍ୟାପୀ ପଖାଳ ଦିବସ ପାଳନ […] The post ପଖାଳ ଦିବସ ପାଳନ ପାଇଁ ୨୨ ଦେଶକୁ ଚିଠି ଲେଖିଲେ ସରକାର, କହିଲେ ଓଡ଼ିଆଙ୍କ ପ୍ରିୟ ଏହି… appeared first on Dharitri Odia News.

ପଖାଳ ଦିବସ ପାଳନ ପାଇଁ ୨୨ ଦେଶକୁ ଚିଠି ଲେଖିଲେ ସରକାର, କହିଲେ ଓଡ଼ିଆଙ୍କ ପ୍ରିୟ ଏହି…

ଭୁବନେଶ୍ୱର,୧୨ା୩: ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପାଳନ କରାଯାଏ ପଖାଳ ଦିବସ। ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ଆହୁରି ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ଅତି କମ୍‌ରେ ୨୨ଟି ଦେଶରେ ଥିବା ଓଡ଼ିଆ ସଂଗଠନକୁ ନିବେଦନ କରିଛନ୍ତି।

ବିଭିନ୍ନ ଦେଶରେ ରହୁଥିବା ଓଡ଼ିଆ ସଂଗଠନ ‘ଓଡ଼ିଆ ପରିବାର’ ଏବଂ ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଚିଠି ଲେଖିଛନ୍ତି। ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରତିବର୍ଷ ମାର୍ଚ୍ଚ ୨୦ରେ ରାଜ୍ୟବ୍ୟାପୀ ପଖାଳ ଦିବସ ପାଳନ କରାଯାଏ। ଆମେରିକା, ଅଷ୍ଟ୍ରେଲିଆ, ବାହାରିନ, କାନାଡା, ଜର୍ମାନୀ, ଦୁବାଇ, ବେଲଜିୟମ, ଜାପାନ, ମାଲେସିଆ, ଆୟର୍ଲାଣ୍ଡ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ରୁଷିଆ, ଓମାନ, ସିଙ୍ଗାପୁର, ଥାଇଲାଣ୍ଡ, ୟୁନାଇଟେଡ କିଙ୍ଗଡମ, ଆବୁଧାବି, ଓ୍ବେଷ୍ଟ ଆଫ୍ରିକା, ସାଉଦି ଆରବ ଏବଂ କତାର ଭଳି ଦେଶରେ ଥିବା ଓଡ଼ିଆ ସଂଗଠନର ସଭାପତି ଏବଂ ସଚିବମାନଙ୍କୂ ରାଜ୍ୟ ସରକାର ଚିଠି ପଠାଇ ପଖାଳ ଦିବସ ପାଳନ ପାଇଁ ନିବେଦନ କରିଛନ୍ତି।

The post ପଖାଳ ଦିବସ ପାଳନ ପାଇଁ ୨୨ ଦେଶକୁ ଚିଠି ଲେଖିଲେ ସରକାର, କହିଲେ ଓଡ଼ିଆଙ୍କ ପ୍ରିୟ ଏହି… appeared first on Dharitri Odia News.