ପଡିଲା ପ୍ରଦୀପଙ୍କ ହାତ ଗଣ୍ଠି, ସାତ ଜନ୍ମର ସାଥୀ ହେଲେ ପ୍ରଦୀପ ଓ ସଂଗୀତା

ଭୁବନେଶ୍ୱର: ପଡ଼ିଲା ହାତଗଣ୍ଠି। ବାହା ହେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ।  ସାତ ଜନ୍ମର ସାଥି ହେଲେ ପ୍ରଦୀପ ଓ ସଂଗୀତା । ଗୋଆର କେଡ଼ିନି ହାଉସ ରିସର୍ଟରେ ଆଜି ତାଙ୍କର ବିବାହ ସମ୍ପନ୍ନ ହେଇଛି। ଏହାପୂର୍ବରୁ ସଙ୍ଗୀତ ଆଉ ମେହନ୍ଦୀ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଖୁସିରେ ନାଚୁଥିବା ଦେଖିବାକୁ ମିଳିଛି । କିଛି ପାରିବାରିକ ବନ୍ଧୁ ଗହଣରେ ନାଚି ନାଚି ବରଯାତ୍ରୀଙ୍କ ସହ ବିବାହ ମଣ୍ଡପ ପହଂଚିଥିଲେ ପ୍ରଦୀପ […] The post ପଡିଲା ପ୍ରଦୀପଙ୍କ ହାତ ଗଣ୍ଠି, ସାତ ଜନ୍ମର ସାଥୀ ହେଲେ ପ୍ରଦୀପ ଓ ସଂଗୀତା appeared first on KNews Odisha.

ପଡିଲା ପ୍ରଦୀପଙ୍କ ହାତ ଗଣ୍ଠି, ସାତ ଜନ୍ମର ସାଥୀ ହେଲେ ପ୍ରଦୀପ ଓ ସଂଗୀତା
pradeep bhai

ଭୁବନେଶ୍ୱର: ପଡ଼ିଲା ହାତଗଣ୍ଠି। ବାହା ହେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ।  ସାତ ଜନ୍ମର ସାଥି ହେଲେ ପ୍ରଦୀପ ଓ ସଂଗୀତା । ଗୋଆର କେଡ଼ିନି ହାଉସ ରିସର୍ଟରେ ଆଜି ତାଙ୍କର ବିବାହ ସମ୍ପନ୍ନ ହେଇଛି। ଏହାପୂର୍ବରୁ ସଙ୍ଗୀତ ଆଉ ମେହନ୍ଦୀ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଖୁସିରେ ନାଚୁଥିବା ଦେଖିବାକୁ ମିଳିଛି ।

କିଛି ପାରିବାରିକ ବନ୍ଧୁ ଗହଣରେ ନାଚି ନାଚି ବରଯାତ୍ରୀଙ୍କ ସହ ବିବାହ ମଣ୍ଡପ ପହଂଚିଥିଲେ ପ୍ରଦୀପ । ପରେ ବୈଦିକ ରୀତିରେ ବିବାହ ହୋଇଥିଲା। ପ୍ରଦୀପଙ୍କ ସ୍ତ୍ରୀ ହେଇଛନ୍ତି ଭୁବନେଶ୍ୱର ପଳାଶୁଣି ଅଞ୍ଚଳର ସୁଶ୍ରୀ ସଂଗୀତା ସାହୁ। ଗୋଆର କେଡ଼ିନି ହାଉସ ରିସର୍ଟରେ ଆଜି ତାଙ୍କର ବିବାହ ସମ୍ପନ୍ନ ହେଇଛି ।

ଏହାପୂର୍ବରୁ ସଙ୍ଗୀତ ଆଉ ମେହନ୍ଦୀ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ବହୁତ ଖୁସିରେ ନାଚୁଥିବା ଦେଖିବାକୁ ମିଳିଛି । କିଛି ପାରିବାରିକ ବନ୍ଧୁ ଗହଣରେ ନାଚି ନାଚି ବରଯାତ୍ରୀଙ୍କ ସହ ବିବାହ ମଣ୍ଡପ ପହଂଚିଥିଲେ ପ୍ରଦୀପ । ପରେ ବୈଦିକ ରୀତିରେ ବିବାହ ହୋଇଥିଲା ।  ପ୍ରଦୀପ ଙ୍କ ସ୍ତ୍ରୀ ହେଇଛନ୍ତି ଭୁବନେଶ୍ୱର ପଳାଶୁଣି ଅଞ୍ଚଳର ସୁଶ୍ରୀ ସଂଗୀତା ସାହୁ ।

Also read: ବିଜେଡ଼ି ନେତା ପ୍ରଦୀପଙ୍କ ଦେହରେ ଲାଗିଲା ହଳଦୀ, ଗୋଆରେ ହେବ ବାହାଘର

 

 

 

The post ପଡିଲା ପ୍ରଦୀପଙ୍କ ହାତ ଗଣ୍ଠି, ସାତ ଜନ୍ମର ସାଥୀ ହେଲେ ପ୍ରଦୀପ ଓ ସଂଗୀତା appeared first on KNews Odisha.