ପତ୍ନୀହନ୍ତା ସ୍ଵାମୀକୁ ଆଜୀବନ କାରାଦଣ୍ଡ, ପଥରରେ ଛେଚି କରିଥିଲା ହତ୍ୟା

କେନ୍ଦୁଝର ୮।୧୦: କେନ୍ଦୁଝର ସଦର ଥାନା ଗୋପୀନାଥପୁର ଫାର୍ମ ସାହିର ଦିଲ୍ଲୀପ ବେଣ୍ଟକାର ନାମକ ଅଭିଯୁକ୍ତ ୨୦୨୧ ମସିହାରେ ଘରୋଇ କଳିକୁ ନେଇ ଗ୍ରାମରେ ଥିବା ମା’ ବୁଢ଼ୀ ପେଣ୍ଡାଲ ପାଖରେ ନିଜ ସ୍ତ୍ରୀ ସବିତା ବେଣ୍ଟକାରଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ଦୌରା ଜଜ ଅଶୋକ ପଣ୍ଡା ୩ ଜଣ ପ୍ରତ୍ୟେକ୍ଷଦର୍ଶୀ ଓ ୧୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଦିଲ୍ଲୀପ ବେଣ୍ଟକାରଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେବା ସହିତ  ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏହା ସହ ତାଙ୍କର ଥିବା ୩ ଛୁଆଙ୍କୁ କିଛି ଅନୁକମ୍ପା ରାଶି ଯୋଗାଇ ଦେବାକୁ ଡିଷ୍ଟ୍ରିକ୍ ଲିଗାଲ ସର୍ଭିସ ଅଥୋରିଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।You Can Read:ପୂଜା ପାଇଁ ଟ୍ବିନ୍‌ସିଟିରେ ମୁତୟନ ହେବେ ୧୦୨ ଫ୍ଲାଟୁନ ପୋଲିସ ଫୋର୍ସ, ଦାୟିତ୍ୱରେ ରହିବେ ୨ ଶହ ବରିଷ୍ଠ ଅଧିକାରୀ   

ପତ୍ନୀହନ୍ତା ସ୍ଵାମୀକୁ ଆଜୀବନ କାରାଦଣ୍ଡ, ପଥରରେ ଛେଚି କରିଥିଲା ହତ୍ୟା

କେନ୍ଦୁଝର ୮।୧୦: କେନ୍ଦୁଝର ସଦର ଥାନା ଗୋପୀନାଥପୁର ଫାର୍ମ ସାହିର ଦିଲ୍ଲୀପ ବେଣ୍ଟକାର ନାମକ ଅଭିଯୁକ୍ତ ୨୦୨୧ ମସିହାରେ ଘରୋଇ କଳିକୁ ନେଇ ଗ୍ରାମରେ ଥିବା ମା’ ବୁଢ଼ୀ ପେଣ୍ଡାଲ ପାଖରେ ନିଜ ସ୍ତ୍ରୀ ସବିତା ବେଣ୍ଟକାରଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ଦୌରା ଜଜ ଅଶୋକ ପଣ୍ଡା ୩ ଜଣ ପ୍ରତ୍ୟେକ୍ଷଦର୍ଶୀ ଓ ୧୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଦିଲ୍ଲୀପ ବେଣ୍ଟକାରଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେବା ସହିତ  ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏହା ସହ ତାଙ୍କର ଥିବା ୩ ଛୁଆଙ୍କୁ କିଛି ଅନୁକମ୍ପା ରାଶି ଯୋଗାଇ ଦେବାକୁ ଡିଷ୍ଟ୍ରିକ୍ ଲିଗାଲ ସର୍ଭିସ ଅଥୋରିଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

You Can Read:

ପୂଜା ପାଇଁ ଟ୍ବିନ୍‌ସିଟିରେ ମୁତୟନ ହେବେ ୧୦୨ ଫ୍ଲାଟୁନ ପୋଲିସ ଫୋର୍ସ, ଦାୟିତ୍ୱରେ ରହିବେ ୨ ଶହ ବରିଷ୍ଠ ଅଧିକାରୀ