ପଥଚାରୀକୁ ଚାପିଦେଲା ମୋ ବସ୍, ଖସି ପଳାଉଥିବାବେଳେ କାବୁ କଲେ ଲୋକେ
ଭୁବନେଶ୍ବର: ମ୍ୟାଗ୍ନେଟ୍ ଛକରେ ଅଘଟଣ। ପଥଚାରୀକୁ ଚାପିଦେଲା ମୋ ବସ୍। ତେବେ ଫେରାର ହେଉଥିବାବେଳେ ମୋ ବସ୍ ସହ ଚାଳକକୁ କାବୁ କଲେ ଲୋକେ। ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଜାମ୍ କରିବା ସହ ଦୁଇଟି ବସ୍ ଭାଙ୍ଗିଛନ୍ତି । ସେପଟେ ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ଘଟଣା ସ୍ଥଳରେ ଜୋନ ୬ ଏସିପି ଓ ସମସ୍ତ ପୁଲିସ୍ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛନ୍ତି। Updating... You Can Read: ଯୁବକଙ୍କ ଅଜବ କାରାନାମା, ଆତ୍ମହତ୍ୟା କରିବାକୁ ପୋଲିସକୁ ଫୋନ୍ ଯୋଗେ ଧମକ The post ପଥଚାରୀକୁ ଚାପିଦେଲା ମୋ ବସ୍, ଖସି ପଳାଉଥିବାବେଳେ କାବୁ କଲେ ଲୋକେ appeared first on Prameya News7.
ଭୁବନେଶ୍ବର: ମ୍ୟାଗ୍ନେଟ୍ ଛକରେ ଅଘଟଣ। ପଥଚାରୀକୁ ଚାପିଦେଲା ମୋ ବସ୍। ତେବେ ଫେରାର ହେଉଥିବାବେଳେ ମୋ ବସ୍ ସହ ଚାଳକକୁ କାବୁ କଲେ ଲୋକେ। ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଜାମ୍ କରିବା ସହ ଦୁଇଟି ବସ୍ ଭାଙ୍ଗିଛନ୍ତି । ସେପଟେ ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ଘଟଣା ସ୍ଥଳରେ ଜୋନ ୬ ଏସିପି ଓ ସମସ୍ତ ପୁଲିସ୍ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛନ୍ତି।
Updating...
You Can Read: ଯୁବକଙ୍କ ଅଜବ କାରାନାମା, ଆତ୍ମହତ୍ୟା କରିବାକୁ ପୋଲିସକୁ ଫୋନ୍ ଯୋଗେ ଧମକ
The post ପଥଚାରୀକୁ ଚାପିଦେଲା ମୋ ବସ୍, ଖସି ପଳାଉଥିବାବେଳେ କାବୁ କଲେ ଲୋକେ appeared first on Prameya News7.