‘ପରବ ୨୦୨୪’ ସଫଳତାକୁ ନେଇ ଉତ୍ସବ ପାଳନ; ଲୋକନୃତ୍ୟରେ ଝୁମିଲେ ସମସ୍ତେ

କୋରାପୁଟ: କୋରାପୁଟ ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ‘ପରବ ୨୦୨୪’ର ସଫଳତାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସଫଳତା ଉତ୍ସବ’ ପାଳନ ହୋଇଛି । କୋରାପୁଟର ସ୍ଥାନୀୟ ପଣ୍ଡି ଘାଟରେ ଆୟୋଜିତ ହୋଇଥିଲା ଏହି ଉତ୍ସବ । ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଏଥିରେ ସାମିଲ୍ ହୋଇ ଧୁମଧାମରେ ପରବ ସଫଳତା ଉତ୍ସବ ପାଳନ କରିଥିଲେ । ଏଥିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ, ଏସପି ଏବଂ  ଏସଏଚଜି ମହିଳା ସାମିଲ ହୋଇ କୋରପୁଟିଆ ଲୋକନୃତ୍ୟର ତାଳେ ତାଳେ ନାଚିଥିଲେ ।...