ପରସ୍ପରକୁ ଧୋକ୍କା ଦେଇଥିଲେ ଧନୁଷ-ଐଶ୍ଵର୍ଯ୍ୟା, ଲୁଚିଛପି କରୁଥିଲେ ପରକୀୟା ପ୍ରୀତି

ମୁମ୍ଵାଇ ୧୪।୦୫: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ । ତାଙ୍କ ଝିଅ ଐଶ୍ଵର୍ଯ୍ୟା ଏବଂ ଜ୍ୱାଇଁ ଧନୁଷ ଦୁଇ ବର୍ଷ ପୂର୍ବେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଦୁହିଁଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଗାୟକ ଦାବି କରିଛନ୍ତି ଯେ ଷ୍ଟାର ଦମ୍ପତି ବିବାହ ସମୟରେ ପରସ୍ପରକୁ ଧୋକ୍କା ଦେଇଥିଲେ। ସିଙ୍ଗର ସୁଚିତ୍ରାଙ୍କ ଦ୍ଵାରା ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ ସୁଚିତ୍ରା ଏହି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି।View this post on InstagramA post shared by Aishwaryaa Rajinikanth (@aishwaryarajini)ୟୁଟ୍ୟୁବ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସୁଚିତ୍ରା ଏହି ସୂଚନା ଦେଇଛନ୍ତି। ଯାହାକୁ ଶୁଣିବା ପରେ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କୁ ଦାୟୀ କରିଛନ୍ତି। ସୁଚିତ୍ରା କହିଛନ୍ତି, ଉଭୟ ପରସ୍ପରକୁ ଧୋକ୍କା ଦେଇଛନ୍ତି। କାରଣ ଯେତେବେଳେ ଦୁହେଁ ଏକାଠି ଥିଲେ। ସେମାନେ କାହା ସହିତ ଡେଟ କରୁଥିଲେ। ସାକ୍ଷାତକାରରେ ଯେତେବେଳେ ସୁଚିତ୍ରାଙ୍କୁ ଏହି ଅଭିଯୋଗର ଆଧାର ପଚରାଯାଇଥିଲା, ସେତେବେଳେ ଗାୟିକା କହିଥିଲେ ଯେ ଦୁହେଁ ବାରରେ ବସିଥିଲେ ଏବଂ ପରସ୍ପର ସହ ଉପଭୋଗ କରିବା ପରିବର୍ତ୍ତେ ସେମାନେ ଡେଟିଂ କରୁଥିବା ବ୍ୟକ୍ତିଙ୍କ ସହ ମଦ୍ୟପାନ କରୁଥିଲେ। View this post on InstagramA post shared by Dhanush (@dhanushkraj

ପରସ୍ପରକୁ ଧୋକ୍କା ଦେଇଥିଲେ ଧନୁଷ-ଐଶ୍ଵର୍ଯ୍ୟା, ଲୁଚିଛପି କରୁଥିଲେ ପରକୀୟା ପ୍ରୀତି

ମୁମ୍ଵାଇ ୧୪।୦୫: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ । ତାଙ୍କ ଝିଅ ଐଶ୍ଵର୍ଯ୍ୟା ଏବଂ ଜ୍ୱାଇଁ ଧନୁଷ ଦୁଇ ବର୍ଷ ପୂର୍ବେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଦୁହିଁଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଗାୟକ ଦାବି କରିଛନ୍ତି ଯେ ଷ୍ଟାର ଦମ୍ପତି ବିବାହ ସମୟରେ ପରସ୍ପରକୁ ଧୋକ୍କା ଦେଇଥିଲେ। ସିଙ୍ଗର ସୁଚିତ୍ରାଙ୍କ ଦ୍ଵାରା ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ ସୁଚିତ୍ରା ଏହି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି।



ୟୁଟ୍ୟୁବ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସୁଚିତ୍ରା ଏହି ସୂଚନା ଦେଇଛନ୍ତି। ଯାହାକୁ ଶୁଣିବା ପରେ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କୁ ଦାୟୀ କରିଛନ୍ତି। ସୁଚିତ୍ରା କହିଛନ୍ତି, ଉଭୟ ପରସ୍ପରକୁ ଧୋକ୍କା ଦେଇଛନ୍ତି। କାରଣ ଯେତେବେଳେ ଦୁହେଁ ଏକାଠି ଥିଲେ। ସେମାନେ କାହା ସହିତ ଡେଟ କରୁଥିଲେ। ସାକ୍ଷାତକାରରେ ଯେତେବେଳେ ସୁଚିତ୍ରାଙ୍କୁ ଏହି ଅଭିଯୋଗର ଆଧାର ପଚରାଯାଇଥିଲା, ସେତେବେଳେ ଗାୟିକା କହିଥିଲେ ଯେ ଦୁହେଁ ବାରରେ ବସିଥିଲେ ଏବଂ ପରସ୍ପର ସହ ଉପଭୋଗ କରିବା ପରିବର୍ତ୍ତେ ସେମାନେ ଡେଟିଂ କରୁଥିବା ବ୍ୟକ୍ତିଙ୍କ ସହ ମଦ୍ୟପାନ କରୁଥିଲେ।

 


କହିବାକୁ ଗଲେ ଐଶ୍ୱର୍ଯ୍ୟାଙ୍କ ଅପେକ୍ଷା ଧନୁଷ ଭଲ ଭାବେ ପିଲାଙ୍କର ଲାଲନପାଳନ କରନ୍ତି । କାହିଁକି ନା ଐଶ୍ୱର୍ଯ୍ୟା ଜଣେ ଖରାପ ମାଆ, କିନ୍ତୁ ଧନୁଷ ପିତା ହେବାର ସମସ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି। ସୂଚନାଯୋଗ୍ୟ ଯେ ଧନୁଷ ଏବଂ ଐଶ୍ୱର୍ଯ୍ୟା ସାଧାରଣ ସହମତିରେ ଛାଡପତ୍ର ନେଇଛନ୍ତି।