ପରାଜୟ ଆଶଙ୍କାରେ ଭାରତ: ପାଭିଲିୟନକୁ ଫେରିଲେ ଅଧା ଟିମ୍‌

ହାଇଦ୍ରାବାଦ୍‌,୨୮।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ପରାଜୟ ଆଶଙ୍କା ବଢିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୪୩୬ ରନ ସ୍କୋର କରି ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୪୨୦ ରନ ସଂଗ୍ରହ କରି ଭାରତ ପାଇଁ ୨୩୧ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତୀୟ […] The post ପରାଜୟ ଆଶଙ୍କାରେ ଭାରତ: ପାଭିଲିୟନକୁ ଫେରିଲେ ଅଧା ଟିମ୍‌ appeared first on Dharitri Odia News.

ପରାଜୟ ଆଶଙ୍କାରେ ଭାରତ: ପାଭିଲିୟନକୁ ଫେରିଲେ ଅଧା ଟିମ୍‌

ହାଇଦ୍ରାବାଦ୍‌,୨୮।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ପରାଜୟ ଆଶଙ୍କା ବଢିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୪୩୬ ରନ ସ୍କୋର କରି ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୪୨୦ ରନ ସଂଗ୍ରହ କରି ଭାରତ ପାଇଁ ୨୩୧ ରନ ସଂଗ୍ରହ କରିଥିଲା।
ଦ୍ୱିତୀୟ ଇନିଂସରେ ଭାରତୀୟ ଦଳର ଅଧା ଟିମ୍‌ ୧୦୭ ରନରେ ପାଭିଲିୟନକୁ ଫେରିଛନ୍ତି। ମ୍ୟାଚ ଜିତିବା ପାଇଁ ଭାରତକୁ ୧୦୦ ରୁ ଅଧିକ ରନ ଆବଶ୍ୟକ। ଯଦି ଏଠାରୁ ଆଉ ଗୋଟିଏ ଉଇକେଟ ପଡେ, ଇଂଲଣ୍ଡ ମ୍ୟାଚ ଜିତିବାର ସହଜ ସୁଯୋଗ ପାଇବ।

The post ପରାଜୟ ଆଶଙ୍କାରେ ଭାରତ: ପାଭିଲିୟନକୁ ଫେରିଲେ ଅଧା ଟିମ୍‌ appeared first on Dharitri Odia News.