ପରିତ୍ୟକ୍ତ ଘରେ ପଡ଼ିଛି ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲିପାଟଣା ୨୪।୧: ପରିତ୍ୟକ୍ତ ଘରେ ପଡ଼ିଛି ଯୁବକଙ୍କ ମୃତଦେହ । ବାଲିପାଟଣା ଥାନା ବିଶ୍ବନାଥପୁର ଛକ ନିକଟରେ ପରିତ୍ୟକ୍ତ ଘରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ବାଲିଡପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବିଶ୍ଵନାଥପୁର ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ପଡ଼ିଛି ଜଣେ ଯୁବକଙ୍କ ମୃତଦେହ । ମୃତ ଯୁବକ ହେଲେ ବିଶ୍ଵନାଥପୁର ଗ୍ରାମର କୁନିଲ  ପାଣିଗ୍ରାହୀ । ଶୁକ୍ରବାର ସକାଳୁ କୁନିଲଙ୍କ ମୃତଦେହ ଉକ୍ତ ପରିତ୍ୟକ୍ତ ଘରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବାଲିପାଟଣା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କୌଣସି କାରଣରୁ କୁନିଲଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା କୁହାଯାଉଛି ।You Can Read:ପୁଣି ରିମାଣ୍ଡରେ ଯିବେ ହଂସିତା-ଅନିଲ, କଲ୍‌ଗର୍ଲ ଆଣି କାହାକୁ ଯୋଗାଇଥିଲେ ହଂସିତା ଛାନଭିନ କରିବ ପୋଲିସ 

ପରିତ୍ୟକ୍ତ ଘରେ ପଡ଼ିଛି ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲିପାଟଣା ୧: ପରିତ୍ୟକ୍ତ ଘରେ ପଡ଼ିଛି ଯୁବକଙ୍କ ମୃତଦେହ । ବାଲିପାଟଣା ଥାନା ବିଶ୍ବନାଥପୁର ଛକ ନିକଟରେ ପରିତ୍ୟକ୍ତ ଘରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ବାଲିଡପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବିଶ୍ଵନାଥପୁର ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ପଡ଼ିଛି ଜଣେ ଯୁବକଙ୍କ ମୃତଦେହ । ମୃତ ଯୁବକ ହେଲେ ବିଶ୍ଵନାଥପୁର ଗ୍ରାମର କୁନିଲ  ପାଣିଗ୍ରାହୀ । ଶୁକ୍ରବାର ସକାଳୁ କୁନିଲଙ୍କ ମୃତଦେହ ଉକ୍ତ ପରିତ୍ୟକ୍ତ ଘରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବାଲିପାଟଣା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କୌଣସି କାରଣରୁ କୁନିଲଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା କୁହାଯାଉଛି ।

You Can Read:

ପୁଣି ରିମାଣ୍ଡରେ ଯିବେ ହଂସିତା-ଅନିଲ, କଲ୍‌ଗର୍ଲ ଆଣି କାହାକୁ ଯୋଗାଇଥିଲେ ହଂସିତା ଛାନଭିନ କରିବ ପୋଲିସ