ପରିବାରର ରୋଜଗାରିଆ ପୁଅ ଆଉ ନାହିଁ

ପରିବାରର ରୋଜଗାରିଆ ପୁଅ ଆଉ ନାହିଁ । ଗାଁରେ ସମସ୍ତଙ୍କ ଦୁଃଖ ସୁଖରେ ଛିଡ଼ା ହେଉଥିବା ମଣିଷଟା ସବୁ ଦିନ ପାଇଁ ଶେଷ ଶେଜରେ ଶୋଇଯାଇଛି । କାନ୍ଦୁଛି ପୂରା ଗାଁ । ପରିବାରରେ ସମସ୍ତେ କାନ୍ଦି କାନ୍ଦି ଭୂଇଁରେ ଲୋଟି ପଡ଼ୁଛନ୍ତି ।

ପରିବାରର ରୋଜଗାରିଆ ପୁଅ ଆଉ ନାହିଁ
Array