ପର୍ଶୁରାମ ସେନା ପକ୍ଷରୁଲଡୁଗାଁ ରେ ପ୍ରସ୍ତୁତି ବୈଠକ।

କଳାହାଣ୍ଡି:୦୨/୦୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସ୍ଥିତ ଜଗନ୍ନାଥ ମନ୍ଦିର ରେ କୋକସରା ବ୍ଲକ୍ ପର୍ଶୁରାମ ସେନା ତରଫରୁ ” ପର୍ଶୁରାମ ଜୟନ୍ତୀ ” ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଈଛି !ପର୍ଶୁରାମ ସେନା ବ୍ଲକ ସଭାପତି ଗୋଦାବରୀଶ ପାତ୍ର ଙ୍କ ସଭାପତିତ୍ବ ରେ ଉକ୍ତ ବୈଠକରେ ମୂଖ୍ୟ ଅତିଥି ରୂପେ କୋକସରା ବ୍ଲକ୍ ବ୍ରାହ୍ମଣ ସମାଜ ସଭାପତି ଶ୍ରୀମନ୍ତ ପାଢୀ ,ଗଣେଶ ନନ୍ଦ,ରାଜୁ ଶର୍ମା,ଭୀମସେନ ଶର୍ମା,ଶ୍ରବଣ କୁମାର ପାଢୀ,ଭାରତ ଭୁଷଣ ଠାକୁର ପ୍ରମୁଖ […] The post ପର୍ଶୁରାମ ସେନା ପକ୍ଷରୁଲଡୁଗାଁ ରେ ପ୍ରସ୍ତୁତି ବୈଠକ। appeared first on Odisha.News.

ପର୍ଶୁରାମ ସେନା ପକ୍ଷରୁଲଡୁଗାଁ ରେ ପ୍ରସ୍ତୁତି ବୈଠକ।

କଳାହାଣ୍ଡି:୦୨/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସ୍ଥିତ ଜଗନ୍ନାଥ ମନ୍ଦିର ରେ କୋକସରା ବ୍ଲକ୍ ପର୍ଶୁରାମ ସେନା ତରଫରୁ ” ପର୍ଶୁରାମ ଜୟନ୍ତୀ ” ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଈଛି !ପର୍ଶୁରାମ ସେନା ବ୍ଲକ ସଭାପତି ଗୋଦାବରୀଶ ପାତ୍ର ଙ୍କ ସଭାପତିତ୍ବ ରେ ଉକ୍ତ ବୈଠକରେ ମୂଖ୍ୟ ଅତିଥି ରୂପେ କୋକସରା ବ୍ଲକ୍ ବ୍ରାହ୍ମଣ ସମାଜ ସଭାପତି ଶ୍ରୀମନ୍ତ ପାଢୀ ,ଗଣେଶ ନନ୍ଦ,ରାଜୁ ଶର୍ମା,ଭୀମସେନ ଶର୍ମା,ଶ୍ରବଣ କୁମାର ପାଢୀ,ଭାରତ ଭୁଷଣ ଠାକୁର ପ୍ରମୁଖ ଉପସ୍ଥିତ ଥିବାବେଲେ ପର୍ଶୁରାମ ସେନା ବ୍ଲକ୍ ସାଧାରଣ ସଂପାଦକ ଈଶ୍ବରୀ ପ୍ରସାଦ ଅଗସ୍ତି ଏହି ବୈଠକ ର ଉଦ୍ଦେଶ୍ୟ ଞାପନ କରିଥିଲେ ଆଗାମୀ ଅପ୍ରେଲ ୩୦ ତାରିଖ ଦିନ ଚଳିତ ବର୍ଷ ଲଡୁଗାଁ ଠାରେ ଦିବ୍ୟ ଏବଂ ଭବ୍ୟ ରୂପରେ କରିବା ପାଇଁ ସ୍ଥିରିକୃତ କରାଗଲା ପରିଶେଷରେ ଶ୍ରୀକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ

The post ପର୍ଶୁରାମ ସେନା ପକ୍ଷରୁଲଡୁଗାଁ ରେ ପ୍ରସ୍ତୁତି ବୈଠକ। appeared first on Odisha.News.