ପଶ୍ଚିମବଙ୍ଗ ରାଜନୀତି- ସ୍ତ୍ରୀ ଟିଏମସିରୁ, ସ୍ୱାମୀ ବିଜେପିରୁ

ବିଷ୍ଣୁପୁର ଲୋକସଭା କ୍ଷେତ୍ରରେ ଦେଖିବାକୁ ମିଳିବ ପତି-ପତ୍ନୀ ଲଢେଇ।

ପଶ୍ଚିମବଙ୍ଗ ରାଜନୀତି- ସ୍ତ୍ରୀ ଟିଏମସିରୁ, ସ୍ୱାମୀ ବିଜେପିରୁ

ସ୍ୱାମୀ ବିଜେପିରୁ ଏବଂ ସ୍ତ୍ରୀ ଟିଏମସିରୁ। ଦୁଇ ଦଳରୁ ଉଭୟଙ୍କ ବିରୋଧରେ ଲଢିବାକୁ ଯାଉଛନ୍ତି। ବିଷ୍ଣୁପୁର ଲୋକସଭା କ୍ଷେତ୍ରରେ ଦେଖିବାକୁ ମିଳିବ ପତି-ପତ୍ନୀ ଲଢେଇ। ଏମିତି ରାଜନୈତିକ ଯୁଦ୍ଧ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ। ରାଜ୍ୟରେ କ୍ଷମତାରେ ଥିବା ତୃଣ ମୂଳ କଂଗ୍ରେସ ବା ଟିଏମସିରୁ ପତ୍ନୀ ସୁଜାତା ମଣ୍ଡଳଙ୍କୁ ପ୍ରାର୍ଥୀ ଭାବେ ଦଳ ଘୋଷଣା କରିଥିବାବେଳେ, ବିଜେପି ତାଙ୍କ ପୂର୍ବତନ ସ୍ୱାମୀ ସୌମିତ୍ର ଖାନଙ୍କୁ ପ୍ରତିଦ୍ୱନ୍ଦୀ ଭାବେ ପ୍ରାର୍ଥୀ କରିଛି । ଦେଖନ୍ତୁ ପୂରା ରିପୋର୍ଟ।