ପହଲଗାମ ଆକ୍ରମଣ ନେଇ ସର୍ବଦଳୀୟ ବୈଠକ ଶେଷ, ସରକାରଙ୍କୁ ସବୁ ଦଳ ଜଣାଇଲେ ସମର୍ଥନ

ପହଲଗାମ ଆକ୍ରମଣ ନେଇ ସଂସଦ ଭବନରେ ସର୍ବଦଳୀୟ ବୈଠକ ଶେଷ । ସରକାରଙ୍କ ପଦକ୍ଷେପକୁ ପୂର୍ଣ୍ଣ ସମର୍ଥନ କରାଯିବ କହିଛନ୍ତି ଲୋକସଭାରେ ବରୋଧୀ ଦଳ ନେତା ରାହୁଲ ଗାନ୍ଧି। ସେହିପରି ସରକାରଙ୍କୁ ସବୁ ଦଳ ସମର୍ଥନ ଜଣାଇଛନ୍ତି। ସେହିପରି ଜାମ୍ମୁ କାଶ୍ମୀରରେ ଶାନ୍ତି ବଜାୟ ରହିବା ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋର ଦେଇଛନ୍ତି। ବୈଠକ ଆରମ୍ଭରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନୀରବ ପ୍ରାର୍ଥନା କରାଯାଇଥିଲା। ସକାରାତ୍ମକ ଭାବେ ସର୍ବଦଳୀୟ ବୈଠକ ଶେଷ ହୋଇଥିବା କେନ୍ଦ୍ରମନ୍ତ୍ରୀ […] The post ପହଲଗାମ ଆକ୍ରମଣ ନେଇ ସର୍ବଦଳୀୟ ବୈଠକ ଶେଷ, ସରକାରଙ୍କୁ ସବୁ ଦଳ ଜଣାଇଲେ ସମର୍ଥନ appeared first on KNews Odisha.

ପହଲଗାମ ଆକ୍ରମଣ ନେଇ ସର୍ବଦଳୀୟ ବୈଠକ ଶେଷ, ସରକାରଙ୍କୁ ସବୁ ଦଳ ଜଣାଇଲେ ସମର୍ଥନ
meet

ପହଲଗାମ ଆକ୍ରମଣ ନେଇ ସଂସଦ ଭବନରେ ସର୍ବଦଳୀୟ ବୈଠକ ଶେଷ । ସରକାରଙ୍କ ପଦକ୍ଷେପକୁ ପୂର୍ଣ୍ଣ ସମର୍ଥନ କରାଯିବ କହିଛନ୍ତି ଲୋକସଭାରେ ବରୋଧୀ ଦଳ ନେତା ରାହୁଲ ଗାନ୍ଧି। ସେହିପରି ସରକାରଙ୍କୁ ସବୁ ଦଳ ସମର୍ଥନ ଜଣାଇଛନ୍ତି। ସେହିପରି ଜାମ୍ମୁ କାଶ୍ମୀରରେ ଶାନ୍ତି ବଜାୟ ରହିବା ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋର ଦେଇଛନ୍ତି। ବୈଠକ ଆରମ୍ଭରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନୀରବ ପ୍ରାର୍ଥନା କରାଯାଇଥିଲା। ସକାରାତ୍ମକ ଭାବେ ସର୍ବଦଳୀୟ ବୈଠକ ଶେଷ ହୋଇଥିବା କେନ୍ଦ୍ରମନ୍ତ୍ରୀ କିରଣ ରଜିଜୁ ସୂଚନା ଦେଇଛନ୍ତି ।

The post ପହଲଗାମ ଆକ୍ରମଣ ନେଇ ସର୍ବଦଳୀୟ ବୈଠକ ଶେଷ, ସରକାରଙ୍କୁ ସବୁ ଦଳ ଜଣାଇଲେ ସମର୍ଥନ appeared first on KNews Odisha.