ପହଲଗାମ ବଦଲା ପାଇଁ ଭାରତର ତୟାରୀ ଆରମ୍ଭ

ପହଲଗାମ ପ୍ରତିଶୋଧର ନିଆଁ ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ବଡ଼ ନିର୍ଦ୍ଦେଶ। ଦୁଇ ଦିନ ମଧ୍ୟରେ ଅର୍ଥାତ୍ ମେ ୭ରେ ମକ୍ ଡ୍ରିଲ୍ କରାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ।

ପହଲଗାମ ବଦଲା ପାଇଁ ଭାରତର ତୟାରୀ ଆରମ୍ଭ
Array