ପହଲଗାମ୍ ଆକ୍ରମଣ ପରେ ଉପତ୍ୟକା ନିରବ

କାଶ୍ମୀର ଆଖିରେ ଲୁହ । ପହଲଗାମ ହମଲା ପରେ ସବୁ କିଛି ଯେମିତି ବଦଳି ଯାଇଛି । ନିରବୀ ଯାଇଛି... ଶ୍ରୀହୀନ ହେଲା ଭଳି ଲାଗୁଛି ଉପତ୍ୟକା । ସାଂଘାତିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ ।

ପହଲଗାମ୍ ଆକ୍ରମଣ ପରେ ଉପତ୍ୟକା ନିରବ
Array