ପହଲଗାମ୍ ଟେଟର ହମଲାରେ ସାମନାକୁ ଆସିଲା ଆଉ ଜଣେ ଆତଙ୍କୀର ନାଁ

ପହଲଗାମ୍ ଟେଟର ହମଲାରେ ସାମନାକୁ ଆସିଲା ଆଉ ଜଣେ ଆତଙ୍କୀର ନାଁ। ତା ନାଁ ଫାରୁକ ଅହମ୍ମଦ। ସେ ଲକ୍ସର-ଏ-ତୋଇବାର ଜଣେ ଟପ୍ କମାଣ୍ଡର। ଫାରୁକ ଅହମ୍ମଦ ଏବେ ପାକ୍ ଅଧିକୃତ କାଶ୍ମୀରରେ ଲୁଚାଥିବା ସୂଚନା ମିଳିଛି।  

ପହଲଗାମ୍ ଟେଟର ହମଲାରେ ସାମନାକୁ ଆସିଲା ଆଉ ଜଣେ ଆତଙ୍କୀର ନାଁ
Array