“ପହଲଗାମ୍ ହମଲା ପଛରେ ରହିଛି ପାକିସ୍ତାନ ସେନା ମୁଖ୍ୟଙ୍କ ହାତ”

ପହଲଗାମ୍: ସାମ୍ନାକୁ ଆସିଲା ବଡ଼ ସତ। ପହଲଗାମରେ ହୋଇଥିବା ନରସଂହାର ବା ଆତଙ୍କୀ ଆକ୍ରମଣ ପଛରେ ରହିଛି ପାକିସ୍ତାନ ସେନା ମୁଖ୍ୟଙ୍କ ହାତ। ପାକିସ୍ତାନ ସେନା ମୁଖ୍ୟ ଆସିଫ୍ ମୁନିଙ୍କ ସମ୍ପୃକ୍ତି ଅଭିଯୋଗରେ ବଡ଼ ବୟାନ ଦେଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଡି.ପି ପାଣ୍ଡେ। ଲେଫ୍ଟନାଣ୍ଟ ଜେନେରାଲ୍ ଡି.ପି ପାଣ୍ଡେ ଏକ ବଡ଼ କଥା କହିଛନ୍ତି। ତାଙ୍କ କହିବା କଥା ପହଲଗାମରେ ହୋଇଥିବା ଆତଙ୍କୀ ନରସଂହାରରେ ରହିଛି ଆସିଫ୍ ମୁନିଙ୍କ ସମ୍ପୃକ୍ତି। କେବଳ ଏତିକି ନୁହେଁ, ପାଣ୍ଡେ ଅଭିଯୋଗ […]

“ପହଲଗାମ୍ ହମଲା ପଛରେ ରହିଛି ପାକିସ୍ତାନ ସେନା ମୁଖ୍ୟଙ୍କ ହାତ”

ପହଲଗାମ୍: ସାମ୍ନାକୁ ଆସିଲା ବଡ଼ ସତ। ପହଲଗାମରେ ହୋଇଥିବା ନରସଂହାର ବା ଆତଙ୍କୀ ଆକ୍ରମଣ ପଛରେ ରହିଛି ପାକିସ୍ତାନ ସେନା ମୁଖ୍ୟଙ୍କ ହାତ। ପାକିସ୍ତାନ ସେନା ମୁଖ୍ୟ ଆସିଫ୍ ମୁନିଙ୍କ ସମ୍ପୃକ୍ତି ଅଭିଯୋଗରେ ବଡ଼ ବୟାନ ଦେଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଡି.ପି ପାଣ୍ଡେ।

ଲେଫ୍ଟନାଣ୍ଟ ଜେନେରାଲ୍ ଡି.ପି ପାଣ୍ଡେ ଏକ ବଡ଼ କଥା କହିଛନ୍ତି। ତାଙ୍କ କହିବା କଥା ପହଲଗାମରେ ହୋଇଥିବା ଆତଙ୍କୀ ନରସଂହାରରେ ରହିଛି ଆସିଫ୍ ମୁନିଙ୍କ ସମ୍ପୃକ୍ତି। କେବଳ ଏତିକି ନୁହେଁ, ପାଣ୍ଡେ ଅଭିଯୋଗ କରିଛନ୍ତି କି ଏହି ଆକ୍ରମଣ ପଛରେ ସ୍ଥାନୀୟ ଲୋକଙ୍କ ସହାୟତା ରହିଛି।

କାରଣ ସ୍ଥାନୀୟ ଲୋକଙ୍କ ସହାୟତା ବିନା ଏଭଳି କାଣ୍ଡ ଅସମ୍ଭବ। ଆଉ ଏହି ଆକ୍ରମଣ ଜାଣିଶୁଣି କରାଯାଇଛି। ସେଥିପାଇଁ ମହିଳାମାନଙ୍କୁ ଜୀବିତ ଛଡାଗଲା।