ପହିଲି ରଜରେ ନିଜ ସାଙ୍ଗକୁ ଗୋଡ଼େଇ ମାରିଲା ସାଙ୍ଗ ସନିଆ l Youth death attacked by friend in gania, Nayagarh
ପହିଲି ରଜରେ ନିଜ ସାଙ୍ଗକୁ ଗୋଡ଼େଇ ମାରିଲା ସାଙ୍ଗ ସନିଆ l ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୁରୁଷୋତ୍ତମ ପ୍ରଧାନ ଏବଂ ତାଙ୍କ ବନ୍ଧୁଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା।