ପାକିସ୍ତାନ ଆର୍ଥିକ ମେରୁଦଣ୍ଡ ଉପରେ ଚାବୁକ ପ୍ରହାର, ଆମଦାନୀ-ରପ୍ତାନୀ ବନ୍ଦ

ପାକିସ୍ତାନକୁ ଭାରତର ପୁଣି ଏକ ବଡ଼ ଝଟକା । ପାକ୍ ଆର୍ଥିକ ମେରୁଦଣ୍ଡ ଉପରେ କଡ଼ା ଚାବୁକ ପ୍ରହାର । ପାକିସ୍ତାନର ସମସ୍ତ ପ୍ରକାର ଆମଦାନୀ ଓ ରପ୍ତାନୀ ଉପରେ ରୋକ ଲଗାଇଲା ଭାରତ ।

ପାକିସ୍ତାନ ଆର୍ଥିକ ମେରୁଦଣ୍ଡ ଉପରେ ଚାବୁକ ପ୍ରହାର, ଆମଦାନୀ-ରପ୍ତାନୀ ବନ୍ଦ
Array