ପାକିସ୍ତାନରେ ପ୍ରବଳ ବର୍ଷା: ଭୂସ୍ଖଳନରେ ପରିବାରର ୧୨ ମୃତ
ପେଶାଓ୍ବର,୩୦ା୮: ପାକିସ୍ତାନର ଉତ୍ତରପଶ୍ଚିମାଞ୍ଚଳରେ ଶୁକ୍ରବାର ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ଗୋଟିଏ ଘର ଭୁଶୁଡ଼ି ପଡ଼ିଛି। ଫଳରେ ପରିବାରର ୯ ପିଲାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶର ଅପର ଡିର୍ ଜିଲାରେ ଏହି ଦୁଃଖଦ ଘଟଣା ଘଟିଛି। ମୃତଦେହଗୁଡ଼ିକୁ ମାଟିତଳୁ ବାହାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲ ପଠାଯାଇଛି। ଆରବ ସାଗରରେ ସାମୁଦ୍ରିକ ବାତ୍ୟା ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ପାକିସ୍ତାନରେ କିଛିଦିନ ହେଲା ପ୍ରବଳ ବର୍ଷା ଲାଗିରହିଛି। The post ପାକିସ୍ତାନରେ ପ୍ରବଳ ବର୍ଷା: ଭୂସ୍ଖଳନରେ ପରିବାରର ୧୨ ମୃତ appeared first on Dharitri Odia News.
ପେଶାଓ୍ବର,୩୦ା୮: ପାକିସ୍ତାନର ଉତ୍ତରପଶ୍ଚିମାଞ୍ଚଳରେ ଶୁକ୍ରବାର ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ଗୋଟିଏ ଘର ଭୁଶୁଡ଼ି ପଡ଼ିଛି। ଫଳରେ ପରିବାରର ୯ ପିଲାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଛି।
ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶର ଅପର ଡିର୍ ଜିଲାରେ ଏହି ଦୁଃଖଦ ଘଟଣା ଘଟିଛି। ମୃତଦେହଗୁଡ଼ିକୁ ମାଟିତଳୁ ବାହାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲ ପଠାଯାଇଛି। ଆରବ ସାଗରରେ ସାମୁଦ୍ରିକ ବାତ୍ୟା ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ପାକିସ୍ତାନରେ କିଛିଦିନ ହେଲା ପ୍ରବଳ ବର୍ଷା ଲାଗିରହିଛି।
The post ପାକିସ୍ତାନରେ ପ୍ରବଳ ବର୍ଷା: ଭୂସ୍ଖଳନରେ ପରିବାରର ୧୨ ମୃତ appeared first on Dharitri Odia News.