ପାକିସ୍ତାନରେ ମରୁଡ଼ି, କାନ୍ଦିଲେଣି ଶେହବାଜ!

ଆତଙ୍କୀଙ୍କୁ ପୋଷୁଥିବା ପାକିସ୍ତାନ ପାଣି ମୁନ୍ଦାଏ ପାଇଁ ହେଲାଣି ଛଟପଟ। ଦିନକୁ ଦନ ସଙ୍ଗୀନ ହେବାରେ ଲାଗିଲାଣି ସ୍ଥିତି। ଶୋଷରେ ଆଉଟୁପାଉଟୁ ହେଲାଣି ଶତ୍ରୁଦେଶ।

ପାକିସ୍ତାନରେ ମରୁଡ଼ି, କାନ୍ଦିଲେଣି ଶେହବାଜ!
Array