ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ ଷ୍ଟାର ପ୍ରଚାରକ, ନିର୍ବାଚନ କମିଶନରଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସୁଥିବା ଷ୍ଟାର ପ୍ରଚାରକମାନେ ଆଉ ବିଳାସପୂର୍ଣ୍ଣ ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ। ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ନିର୍ବାଚନ କମିଶନରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ହିସାବ ଅନୁଯାୟୀ ଷ୍ଟାର ପ୍ରଚାରକମାନେ ରହିବା ପାଇଁ ସର୍ବାଧିକ ୪୨୦୦ ଟଙ୍କା ରୁମ୍‌ ଦେଇପାରିବ ଦଳ। ଚଣ୍ଡିଗଡ଼ରେ ଲୋକ ସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଷ୍ଟାର ପ୍ରଚାରକ ଓ ଭିଆଇପିମାନେ ପାଞ୍ଚ ତାରକା ହୋଟେଲରେ ରହିପାରିବେ […] The post ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ ଷ୍ଟାର ପ୍ରଚାରକ, ନିର୍ବାଚନ କମିଶନରଙ୍କ କଡ଼ା ନିର୍ଦ୍ଦେଶ appeared first on Dharitri Odia News.

ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ ଷ୍ଟାର ପ୍ରଚାରକ, ନିର୍ବାଚନ କମିଶନରଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସୁଥିବା ଷ୍ଟାର ପ୍ରଚାରକମାନେ ଆଉ ବିଳାସପୂର୍ଣ୍ଣ ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ। ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ନିର୍ବାଚନ କମିଶନରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ହିସାବ ଅନୁଯାୟୀ ଷ୍ଟାର ପ୍ରଚାରକମାନେ ରହିବା ପାଇଁ ସର୍ବାଧିକ ୪୨୦୦ ଟଙ୍କା ରୁମ୍‌ ଦେଇପାରିବ ଦଳ।

ଚଣ୍ଡିଗଡ଼ରେ ଲୋକ ସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଷ୍ଟାର ପ୍ରଚାରକ ଓ ଭିଆଇପିମାନେ ପାଞ୍ଚ ତାରକା ହୋଟେଲରେ ରହିପାରିବେ ନାହିଁ ବୋଲି ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନିର୍ବାଚନ କମିଶନର ୪୨୦୦ ଟଙ୍କାର ରୁମ୍‌ ଧାର୍ଯ୍ୟ କରିଛନ୍ତି।

The post ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ ଷ୍ଟାର ପ୍ରଚାରକ, ନିର୍ବାଚନ କମିଶନରଙ୍କ କଡ଼ା ନିର୍ଦ୍ଦେଶ appeared first on Dharitri Odia News.