ପାଠ ପଢୁଥିଲେ ଛାତ୍ରଛାତ୍ରୀ, ହୁତୁ ହୁତୁ ହୋଇ ସ୍କୁଲରେ ଲାଗିଲା ନିଆଁ, ଚିତ୍କାର କରି ଦୌଡିଲେ ଛାତ୍ରଛାତ୍ରୀ ...

ଏଭଳି ଅଭାବନୀୟ ଘଟଣା ଘଟିଛି ନିଆଳି ବ୍ଲକ ଅନ୍ତର୍ଗତ ନୂଆଗାଁ ରାଧାକାନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ | ସ୍କୁଲ ରୋଷେଇ ଘରେ ସ୍କୁଲ ପିଲାଙ୍କ ପାଇଁ ରୋଷେଇ ଚାଲୁଥିବା ବେଳେ ଗ୍ୟାସ ଲିକ ହୋଇ ନିଆଁ ଜାଳିବାରେ ଲାଗିଲା | ଶେଷରେ ସ୍ଥାନୀୟ ଦମକଳ ବ