ପାଣି ପାଇଁ ମହାଭାରତ,ନଳକୂପ ଖନନକୁ ନେଇ ଗ୍ରାମବାସୀ ଓ ସରପଞ୍ଚଙ୍କ ମଧ୍ୟରେ ମୁହାଁମୁହିଁ
ନୀଳଗିରି ଥାନା ଅଧିନ ଈଶ୍ୱରପୁର ପଂଚାୟତ ମର୍ଦରାଜରୁର ଗ୍ରାମର ମହାଦେବ ମନ୍ଦିର ନିକଟରେ ନଳକୂପ ଖନନକୁ ନେଇ ବିବାଦ ଉପୁଜିଛି। ବର୍ଷ ବର୍ଷ ଧରି ପ୍ରତିଶୃତି ଦେଇ ଠକୁଥିଲେ ରାଜନେତା ଓ ପ୍ରସାଶନିକ ଅଧିକାରୀ। ଶେଷରେ ଗାଁରେ ଚାନ୍ଦା କରି ନଳକୂପ ଖୋ