ପାଣି ବୋତଲରୁ ପ୍ରେମ, ବିବାହର ୪ଦିନରେ ଶେଷ

୪ ମାସ ଧରି ଯାହାକୁ ମନ ଦେଇଥିଲେ। ଶେଷରେ ତାଙ୍କ ହାତ ଧରିଲେ। ବହୁ ଦିନର ଇଚ୍ଛା ପୂରଣ ହେଲା। ମନ୍ଦିରରେ ପଡିଲା ହାତଗଣ୍ଠି। ଘରୁ ଲୁଚି ନେଲେ ସାତ ଫେରା। ଦୁହେଁ ମିଶି ନୂଆ ସଂସାର ଗଢ଼ିବାକୁ ସ୍ୱପ୍ନ ଦେଇଥିଲେ। ହେଲେ ସୁଖ ସହିଲାନି ଦଇବ। ସାମାନ୍ୟ କଥାକୁ ନେଇ ରାଗିଗଲେ ନବବଧୂ।

ପାଣି ବୋତଲରୁ ପ୍ରେମ, ବିବାହର ୪ଦିନରେ ଶେଷ
Array