ପାଣ୍ଡିଆନ କୋଟେରୀ ଆଇପିଏସ୍ ଗୋଷ୍ଠୀ ଉପରେ ଛାଟ

ବିଜେଡି ସରକାରରେ ପାଣ୍ଡିଆନଙ୍କ ଖାସ୍ ହୋଇ ଧରାକୁ ସରା ମଣିଥିବା ଏହି ଅଧିକାରୀମାନଙ୍କୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।

ପାଣ୍ଡିଆନ କୋଟେରୀ ଆଇପିଏସ୍ ଗୋଷ୍ଠୀ ଉପରେ ଛାଟ

ପାଣ୍ଡିଆନ କୋଟେରୀ ଆଇପିଏସ୍ ଗୋଷ୍ଠୀ ଉପରେ ଛାଟ । ଆକ୍ସନ ମୋଡରେ ମୋହନ ସରକାର। ସରକାରୀ ଚାକିରିରେ ଥାଇ ବି ସରକାରୀ ଦଳ ଅର୍ଥାତ ବିଜେଡି ପାଇଁ ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିବା ମହଙ୍ଗା ପଡିଛି ୩ ଆଇପିଏସଙ୍କୁ। ବିଜେଡି ସରକାରରେ ପାଣ୍ଡିଆନଙ୍କ ଖାସ୍ ହୋଇ ଧରାକୁ ସରା ମଣିଥିବା ଏହି ଅଧିକାରୀମାନଙ୍କୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।