ପାଣ୍ଡେମିକ ନୁହେଁ, ଏବେ ଏଣ୍ଡେମିକ ଷ୍ଟେଜରେ ରହିଛି ହଇଜା || Diarrhea in Jajpur, Odisha || BADA KHABAR TV
ଯାଜପୁରରେ ସ୍ଥିତି ଅଣାୟତ, ୪ ଜିଲ୍ଲାକୁ ବ୍ୟାପିଲାଣି ଡାଇରିଆ । ଯାଜପୁରରେ ହଇଜା ସ୍ଥିତି ଅନୁଧ୍ୟାନ କରିଛି କେନ୍ଦ୍ରୀୟ ଟିମ୍ । ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛି ୧୪ଜଣିଆ କେନ୍ଦ୍ରୀୟ ଟିମ୍ । ଯାଜପୁରରେ କଲେରା ବ୍ୟାପିଥିବା ସ୍ପଷ୍ଟ କରିବ