ପାତାଳରେ ଥିଲେ ବି ବାହାର କରିବ ସେନା

ସୋପିଆନର ବିଭିନ୍ନ ସ୍ଥାନରେ ଆତଙ୍କୀଙ୍କ ପୋଷ୍ଟର ଲଗାଇ ସୁରକ୍ଷା ଏଜେନ୍ସି ଏମାନଙ୍କ ସୂଚନା ମାଗିଛି। ସୂଚନା ଦେବା ବ୍ୟକ୍ତିଙ୍କ ତଥ୍ୟ ଗୋପନ ରଖାଯିବା ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଦିଆଯିବା ନେଇ ଘୋଷଣା କରାଯାଇଛି।

ପାତାଳରେ ଥିଲେ ବି ବାହାର କରିବ ସେନା
Array