ପାତ୍ରପଡାରେ ମୋ ବସ ଦୁର୍ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କ ମୃତ୍ୟୁ

କନକବ୍ୟୁରୋ :  ଭୁବନେଶ୍ବର ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଅନ୍ୟ ଜଣଙ୍କ ମୃତ୍ୟୁ। ଚିକିତ୍ସାଧିନ ଅବସ୍ଥାରେ ଫୁଲବାଣୀର ରାଜକୁମାରୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ସୂଚନା। ଗତ ଶୁକ୍ରବାର ପାତ୍ରପଡା ଠାରେ ମୋ ବସ୍ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।  ମୋ ବସ୍ ଏକ ସ୍କୁଟରକୁ ଧକ୍କା ଦେଇ କିଛି ବାଟ ଘୋସାଡି ନେଇଥିଲା। ଏଥିରେ ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଏବଂ ତାଙ୍କ ମାଆ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବି ମୃତ୍ୟୁ ହୋଇଛି। ସେମାନେ ଫୁଲବାଣୀର ମୂଳ ବାସିନ୍ଦା ହୋଇଥିବାବେଳେ ଭୁବନେଶ୍ବରରେ ରହୁଥିଲେ। 