ପାନପୋଷ ଫରେଷ୍ଟ ରେଞ୍ଜରୁ ହାତୀର ମୃତଦେହ ଠାବ, ବିଦ୍ୟୁତ ଆଘାତରେ ମୃତ୍ୟୁ ସନ୍ଦେହ
ରାଉରକେଲା ୧୦।୯: ପାନପୋଷ ଫରେଷ୍ଟ ରେଞ୍ଜ ଲାଠିକଟା ବ୍ଲକ୍ ନୂଆଗାଁ ନିକଟରେ ହାତୀର ମୃତଦେହ ଠାବ । ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ।ସୂଚନାଯୋଗ୍ୟ ଯେ, ରାଉରକେଲା ପାନପୋଷ ଫରେଷ୍ଟ ରେଞ୍ଜ ଲାଠିକଟା ବ୍ଲକ୍ ନୂଆଗାଁ ଅଞ୍ଚଳରୁ ମିଳିଛି ହାତୀର ମୃତଦେହ । ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ ମାଈ ହାତୀର ବୟସ ୧୦ରୁ ୧୨ ବର୍ଷ ହେବ ବୋଲି କୁହାଯାଉଛି । ତେବେ ଇଟାଭାଟିକୁ ବେଆଇନ ଭାବରେ ଯାଇଥିଲା ବିଦ୍ୟୁତ ତାର ସସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି ।ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।You Can Read:ବାୟାପଡା ଘାଟିରେ ପୁଣି ଭୁସ୍ଖଳନ, ୧୮ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
ରାଉରକେଲା ୧୦।୯: ପାନପୋଷ ଫରେଷ୍ଟ ରେଞ୍ଜ ଲାଠିକଟା ବ୍ଲକ୍ ନୂଆଗାଁ ନିକଟରେ ହାତୀର ମୃତଦେହ ଠାବ । ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ।
ସୂଚନାଯୋଗ୍ୟ ଯେ, ରାଉରକେଲା ପାନପୋଷ ଫରେଷ୍ଟ ରେଞ୍ଜ ଲାଠିକଟା ବ୍ଲକ୍ ନୂଆଗାଁ ଅଞ୍ଚଳରୁ ମିଳିଛି ହାତୀର ମୃତଦେହ । ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ ମାଈ ହାତୀର ବୟସ ୧୦ରୁ ୧୨ ବର୍ଷ ହେବ ବୋଲି କୁହାଯାଉଛି ।
ତେବେ ଇଟାଭାଟିକୁ ବେଆଇନ ଭାବରେ ଯାଇଥିଲା ବିଦ୍ୟୁତ ତାର ସସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି ।ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read: