ପାରାଦୀପରେ ମାଛ ଧରିବା ଉପରେ ଲାଗିଲା ରୋକ୍‌, ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି

ପାରାଦୀପ: ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ । ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ୬୧ ଦିନ ପାଇଁ ମାଛ ଧରିବା ଉପରେ ଲାଗିଲା ରୋକ୍ ।  ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।