ପାରିଶ୍ରମିକ ବଢିବା ପରେ ଜନ ପ୍ରତିନିଧି ଖୁସ୍, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ସରପଞ୍ଚ ସଂଘ
ରାଉରକେଲା ୧୫/୦୩: ରାଜ୍ୟରେ ଥିବା ତ୍ରିସ୍ତରୀୟ ପ୍ରତିନିଧି ଯଥା, ଜିଲ୍ଲାପରିଷଦ,ସରପଞ୍ଚ, ସମିତିସଭ୍ୟ, ନାଏବ ସରପଂଚ ସହ ୱାଡ଼ ମେମ୍ବର ମାନଙ୍କର ବଢ଼ିଛି ପାରିଶ୍ରମିକ ଭତ୍ତା ଯାହାକୁ ନେଇବେଶ ଖୁସି ତ୍ରିସ୍ତରୀୟ ଜନପ୍ରତିନିଧି । ତ୍ରିସ୍ତରୀୟ ଜନପ୍ରତିନିଧି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଢ଼ାଇଥିବା ପାରିଶ୍ରମିକ ଭତ୍ତା ପାଇଁ ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘ ଜଣାଇଛି ଧନ୍ୟବାଦ । ଗୁରୁବାର ଲାଠିକଟା ବ୍ଳକ ଗର୍ଜନ ପଂଚାୟତ କାର୍ଯ୍ୟଳୟରେ ଏକ ଧନ୍ୟବାଦ ସଭା ଆୟୋଜନ କରି ଜିଲ୍ଲା ସରପଞ୍ଚ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ତ୍ରୀସ୍ତୀରୀୟ ପ୍ରତିନିଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଆୟୁ କାମନା କରିଛନ୍ତି ।
ରାଉରକେଲା ୧୫/୦୩: ରାଜ୍ୟରେ ଥିବା ତ୍ରିସ୍ତରୀୟ ପ୍ରତିନିଧି ଯଥା, ଜିଲ୍ଲାପରିଷଦ,ସରପଞ୍ଚ, ସମିତିସଭ୍ୟ, ନାଏବ ସରପଂଚ ସହ ୱାଡ଼ ମେମ୍ବର ମାନଙ୍କର ବଢ଼ିଛି ପାରିଶ୍ରମିକ ଭତ୍ତା ଯାହାକୁ ନେଇବେଶ ଖୁସି ତ୍ରିସ୍ତରୀୟ ଜନପ୍ରତିନିଧି । ତ୍ରିସ୍ତରୀୟ ଜନପ୍ରତିନିଧି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଢ଼ାଇଥିବା ପାରିଶ୍ରମିକ ଭତ୍ତା ପାଇଁ ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘ ଜଣାଇଛି ଧନ୍ୟବାଦ ।
ଗୁରୁବାର ଲାଠିକଟା ବ୍ଳକ ଗର୍ଜନ ପଂଚାୟତ କାର୍ଯ୍ୟଳୟରେ ଏକ ଧନ୍ୟବାଦ ସଭା ଆୟୋଜନ କରି ଜିଲ୍ଲା ସରପଞ୍ଚ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ତ୍ରୀସ୍ତୀରୀୟ ପ୍ରତିନିଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଆୟୁ କାମନା କରିଛନ୍ତି ।