ପାର୍ବଣରେ ଗଡ଼ିବ ୬ ହଜାର ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ, ୨୮।୯: ପାର୍ବଣ ଋତୁ ପାଖେଇ ଆସୁଥିବାରୁ ରେଲଓ୍ବେ ଦେଶବ୍ୟାପୀ ୬ ହଜାର ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ପ୍ରାୟ ୧ କୋଟି ଯାତ୍ରୀ ଉପକୃତ ହେବେ ବୋଲି ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଦଶହରା, ଦୀପାବଳି ଏବଂ ଛଟ୍‌ ପର୍ବକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ନିମନ୍ତେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ପାର୍ବଣରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୦୮ ଟ୍ରେନ୍‌ରେ ଅତିରିକ୍ତ ସାଧାରଣ […] The post ପାର୍ବଣରେ ଗଡ଼ିବ ୬ ହଜାର ସ୍ବତନ୍ତ୍ର ଟ୍ରେନ୍‌ appeared first on Dharitri Odia News.

ପାର୍ବଣରେ ଗଡ଼ିବ ୬ ହଜାର ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ, ୨୮।୯: ପାର୍ବଣ ଋତୁ ପାଖେଇ ଆସୁଥିବାରୁ ରେଲଓ୍ବେ ଦେଶବ୍ୟାପୀ ୬ ହଜାର ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ପ୍ରାୟ ୧ କୋଟି ଯାତ୍ରୀ ଉପକୃତ ହେବେ ବୋଲି ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଦଶହରା, ଦୀପାବଳି ଏବଂ ଛଟ୍‌ ପର୍ବକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ନିମନ୍ତେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।
ପାର୍ବଣରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୦୮ ଟ୍ରେନ୍‌ରେ ଅତିରିକ୍ତ ସାଧାରଣ କୋଚ୍‌ ଯୋଡ଼ିବା ପାଇଁ ନିଷ୍ପତ୍ତି ହୋଇଛି। ଗତବର୍ଷ ପାର୍ବଣ ସମୟରେ ରେଳ ବିଭାଗ ପକ୍ଷରୁ ୪,୪୨୯ ସ୍ବତନ୍ତ୍ର ଟ୍ରେନ୍‌ ଚଳାଯାଇଥିବା ବୈଷ୍ଣବ କହିଛନ୍ତି।

The post ପାର୍ବଣରେ ଗଡ଼ିବ ୬ ହଜାର ସ୍ବତନ୍ତ୍ର ଟ୍ରେନ୍‌ appeared first on Dharitri Odia News.