ପାହାଡ ନିକଟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହାତୀ ଦଳି ଦେଇଥିବା ସନ୍ଦେହ

ଜି.ଉଦୟଗିରି ୭।୫: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟସ୍ଥ ସୁଜେଲି ଗ୍ରାମର ଡାର୍ନିକଲା ପାହାଡ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକମାନେ ଡାର୍ନିକଲା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେଉଥିବାରୁ ମୃତଦେହ ଥିବା ଜଣାପଡିଥିଲା । ତେବେ ଜଙ୍ଗଲୀ ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀ ତାଙ୍କୁ ଆକ୍ରମଣ କରିବାକୁ ଆସିବା ବେଳେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ହାତୀ ତାଙ୍କୁ ଦଳି ଚକଡି ମାରି ଦେଇଥିବା ପୋଲିସ ସନ୍ଦେହ କରିଛି । ଏହି ଘଟଣା ପାଇବା ପରେ ଜି.ଉଦୟଗିରି ପୋଲିସ ଓ ବନ ଅଧିକାରୀ ଓ ଟିମ୍ ଯାଇ ଶବକୁ ଉଦ୍ଧାର କରିଛନ୍ତି ।You Can Read:ଆଇଏମ୍ଏସ୍ ସମ୍ ହସ୍ପିଟାଲରେ ଆନ୍ତର୍ଜାତୀୟ ନର୍ସିଂ ସପ୍ତାହ ପାଳିତ

ପାହାଡ ନିକଟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହାତୀ ଦଳି ଦେଇଥିବା ସନ୍ଦେହ

ଜି.ଉଦୟଗିରି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟସ୍ଥ ସୁଜେଲି ଗ୍ରାମର ଡାର୍ନିକଲା ପାହାଡ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକମାନେ ଡାର୍ନିକଲା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେଉଥିବାରୁ ମୃତଦେହ ଥିବା ଜଣାପଡିଥିଲା । ତେବେ ଜଙ୍ଗଲୀ ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀ ତାଙ୍କୁ ଆକ୍ରମଣ କରିବାକୁ ଆସିବା ବେଳେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ହାତୀ ତାଙ୍କୁ ଦଳି ଚକଡି ମାରି ଦେଇଥିବା ପୋଲିସ ସନ୍ଦେହ କରିଛି । ଏହି ଘଟଣା ପାଇବା ପରେ ଜି.ଉଦୟଗିରି ପୋଲିସ ଓ ବନ ଅଧିକାରୀ ଓ ଟିମ୍ ଯାଇ ଶବକୁ ଉଦ୍ଧାର କରିଛନ୍ତି ।

You Can Read:

ଆଇଏମ୍ଏସ୍ ସମ୍ ହସ୍ପିଟାଲରେ ଆନ୍ତର୍ଜାତୀୟ ନର୍ସିଂ ସପ୍ତାହ ପାଳିତ