ପାହାଡ଼ ଘେରରେ ଅପହଞ୍ଚ ଗାଁ... ରାସ୍ତା ସମସ୍ୟା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ୫୦ ପରିବାର...

କୋରାପୁଟ ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ଲୋକେ ଆଜି ମଧ୍ୟ ମୌଳିକ ସୁବିଧା ପାଉନାହାନ୍ତି।ଅଞ୍ଚଳର ଅଧିକାଂଶ ଗାଁକୁ ରାସ୍ତା, ପାନୀୟ ଜଳ, ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ରହିଛନ୍ତି ଗ୍ରାମବାସୀ । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଳକ ଦୋଡୁଗୁଡା