ପିଏମ ମୁଦ୍ରା ଲୋନ ହେଲା ଦୁଇଗୁଣା

ମୁଦ୍ରା ଲୋନ୍ ଏବେ ୧୦ଲକ୍ଷରୁ ବଢ଼ି ୨୦ ଲକ୍ଷ ହେବ ।

ପିଏମ ମୁଦ୍ରା ଲୋନ ହେଲା ଦୁଇଗୁଣା

ବଢ଼ିଲା ମୁଦ୍ରା ଲୋନ୍‌ ସୀମା। ମୁଦ୍ରା ଲୋନ୍‌ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।