ପିକଅପ୍‌ ଭ୍ୟାନ ସହ ୧ କୁଇଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ

ଦାରିଙ୍ଗବାଡି, ୧୦।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ୧ ଗଞ୍ଜେଇ ଭର୍ତ୍ତି ପିକଅପ୍‌ ଭ୍ୟାନ ଜବତ କରିଛି। ସେଥିରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତି ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଜଗେରମାହା ଗ୍ରାମର ଏଲିଆସ ଦିଗାଲ ଏବଂ ଉକ୍ତ ଅଞ୍ଚଳର ସନୋଜ ପ୍ରଧାନ। ପ୍ରକାଶଯେ, ଶୁକ୍ରବାର ତିଲୋରୀ ଅଞ୍ଚଳରୁ ଏକ ପିକଅପ ଭ୍ୟାନ ନଂ (ଓଡି ୦୪-ଏଲ-୩୦୮୯)ରେ ଗଞ୍ଜେଇ ନେଇ […] The post ପିକଅପ୍‌ ଭ୍ୟାନ ସହ ୧ କୁଇଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ appeared first on Dharitri Odia News.

ପିକଅପ୍‌ ଭ୍ୟାନ ସହ ୧ କୁଇଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ

ଦାରିଙ୍ଗବାଡି, ୧୦।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ୧ ଗଞ୍ଜେଇ ଭର୍ତ୍ତି ପିକଅପ୍‌ ଭ୍ୟାନ ଜବତ କରିଛି। ସେଥିରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତି ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଜଗେରମାହା ଗ୍ରାମର ଏଲିଆସ ଦିଗାଲ ଏବଂ ଉକ୍ତ ଅଞ୍ଚଳର ସନୋଜ ପ୍ରଧାନ।
ପ୍ରକାଶଯେ, ଶୁକ୍ରବାର ତିଲୋରୀ ଅଞ୍ଚଳରୁ ଏକ ପିକଅପ ଭ୍ୟାନ ନଂ (ଓଡି ୦୪-ଏଲ-୩୦୮୯)ରେ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେଯାଉଥିଲା। କୌଣସି ସୂତ୍ରରୁ ଖବରପାଇ ପୋଲିସ ଦାରିଙ୍ଗବାଡି ବଇନ ଶଙ୍ଖ ନିକଟରେ ବ୍ଲକିଂ କରି ଯାଞ୍ଚ କରୁଥିଲା ସେଠାରେ ଯାଞ୍ଚ ବେଳେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ।

The post ପିକଅପ୍‌ ଭ୍ୟାନ ସହ ୧ କୁଇଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ appeared first on Dharitri Odia News.