ପିଜି ଆଡମିସନ୍ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା
ନନ୍ଦିଘୋଷ ବ୍ୟୁରୋ: ପିଜି ଆଡମିସନ୍ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା। ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ। ଓ୍ବେଟିଂ... The post ପିଜି ଆଡମିସନ୍ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା appeared first on .
ନନ୍ଦିଘୋଷ ବ୍ୟୁରୋ: ପିଜି ଆଡମିସନ୍ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା। ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ। ଓ୍ବେଟିଂ ଲିଷ୍ଟର ତଳ ପିଲାଙ୍କୁ ଆଡମିସନ୍ କରିବାକୁ ସୁଯୋଗ ଦିଆଯାଇଥିବା ଅଭିଯୋଗ। ମେରିଟ୍ ଲିଷ୍ଟ ଆଗରେ ଥିବା ଛାତ୍ରଙ୍କୁ ମିଳିଲାନି ଆଡମିସନ୍। ରାଜନୈତିକ ଚାପରେ ମେରିଟ୍ ଲିଷ୍ଟ ତଳେ ଥିବା ଛାତ୍ରଙ୍କୁ ଆଡମିସନ୍ ଦିଆଯାଇଥିବା ଅଭିଯୋଗ। ଛାତ୍ର ବିଜୟ କୁମାର ସାହୁଙ୍କ ଡକୁମେଣ୍ଟ ନେଇ ବି ଆଡମିସନ୍ କଲେନାହିଁ କର୍ତ୍ତୃପକ୍ଷ। ପିଜି କାଉନସିଲ୍ ହଲରେ ଫସି ରହିଛନ୍ତି ଛାତ୍ରଛାତ୍ରୀ। ସନ୍ଧ୍ୟା ୬ଟା ସୁଦ୍ଧା ଆଡମିସନ୍ ନହେଲେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ।
The post ପିଜି ଆଡମିସନ୍ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା appeared first on .