ପିର ବେଳାଭୂମି ର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ୧ କୋଟି ୫ ଲକ୍ଷ ଟଙ୍କା ।
ଅସ୍ତରଙ୍ଗ,ଓଡ଼ିଶା ପର୍ଯ୍ୟଟନ ମାନ ଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ପୁରୀ ଜିଲ୍ଲା ର ଅସ୍ତରଙ୍ଗ ର ପିର ଯାହାନିଆ ବେଳା ଭୂମିର ହେବ ଉନ୍ନତି କରଣ । ରାଜ୍ୟ ସରକାର ଏହି ବାବଦରେ ଖର୍ଚ୍ଚ କରିବେ ଏକ କୋଟିରୁ ଅଧିକ ଅର୍ଥ । ଏହି ଉନ୍ନତି କରଣ ରେ ପିର ଯାହାନିଆଁ ବେଳା ଭୂମି ରେ ଜଙ୍ଗଲ ଜବର ଦଖଲ କରି ବିଭିନ୍ନ ବ୍ୟବସାୟ କରୁଥିବା ୨୬ ବ୍ୟବସାୟୀ ଙ୍କୁ ଉଚ୍ଛେଦ କରିଯାବ ବୋଲି ବନ […] The post ପିର ବେଳାଭୂମି ର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ୧ କୋଟି ୫ ଲକ୍ଷ ଟଙ୍କା । appeared first on Odisha.News.

ଅସ୍ତରଙ୍ଗ,ଓଡ଼ିଶା ପର୍ଯ୍ୟଟନ ମାନ ଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ପୁରୀ ଜିଲ୍ଲା ର ଅସ୍ତରଙ୍ଗ ର ପିର ଯାହାନିଆ ବେଳା ଭୂମିର ହେବ ଉନ୍ନତି କରଣ । ରାଜ୍ୟ ସରକାର ଏହି ବାବଦରେ ଖର୍ଚ୍ଚ କରିବେ ଏକ କୋଟିରୁ ଅଧିକ ଅର୍ଥ । ଏହି ଉନ୍ନତି କରଣ ରେ ପିର ଯାହାନିଆଁ ବେଳା ଭୂମି ରେ ଜଙ୍ଗଲ ଜବର ଦଖଲ କରି ବିଭିନ୍ନ ବ୍ୟବସାୟ କରୁଥିବା ୨୬ ବ୍ୟବସାୟୀ ଙ୍କୁ ଉଚ୍ଛେଦ କରିଯାବ ବୋଲି ବନ ବିଭାଗ ସେମାନଙ୍କୁ ନୋଟିସ ପ୍ରଦାନ କରିଥିବା ଜଣା ପଡ଼ିଛି।
ଏଠାରେ ପ୍ରକାଶ ଯୋଗ୍ୟ ଯେ,୧୫୦” ରୁ୧୫୦” ପାର୍କିଂ ପାଇଁ ୨୧ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେବା ପାଇଁ ରହିଥିବା ବେଳେ,ପ୍ରବେଶ ପଥ ବା ଗେଟ ପାଇଁ ୯ ଲକ୍ଷ୍ୟ,ପୁରୁଷ ଓ ମହିଳା ଶୌଚାଳୟ, ୨୦ ଟି ପିଣ୍ଡି ସହ ଟିଉବଲ୧୨ ଲକ୍ଷ୍ୟ,ସୁନ୍ଦର୍ ଭାବେ ଖେଳ ସରଞ୍ଜାମ ସହ,ବସିବା ପାଇଁ ଚଉକି,ଓ ଡଷ୍ଟ ବିନ,୨୦ ଲକ୍ଷ୍ୟ, ସେଲଫି ପଏଣ୍ଟ ୬ ଲକ୍ଷ୍ୟ, କାର୍ଯ୍ୟାଳୟ ଓ ଗୋଦାମ ଗୃହ୮ ଲକ୍ଷ୍ୟ,ପୀଠ ସୋନ୍ଦର୍ଯ୍ୟ କାରଣ ୬ ଲକ୍ଷ୍ୟ, ସୋଲାର ଲାଇଟ୍ ୬ ଲକ୍ଷ୍ୟ , କାର୍ଯ୍ୟର ଜି ଏସ ଟି,୧୫ ରୁ୮୪ ରହିଥିବା ବେଳେ,ଅନ୍ୟାନ୍ୟ ୦’୮ ରହି ଅଛି ।
ଅପର ପକ୍ଷରେ,ପର୍ଯ୍ୟଟନ ବିଭାଗ ଦ୍ବାରା ଅତୀତରେ ପିର ପୀଠ ଭିତି ଭୂମିର ବିକାଶ ପାଇଁ କ୍ଷତିଗ୍ରସ୍ଥ ହୋଇ ଥିବା ବ୍ୟବସାୟୀ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଦୋକାନ ଗୃହ ନିର୍ମାଣ ସରିଥିଲେ ମଧ୍ୟ ତାହା କଣ ପାଇଁ ବଣ୍ଟନ ନ ହୋଇ ପଡ଼ି ରହିଛି ତାହା ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଠି କରିଛି ।
The post ପିର ବେଳାଭୂମି ର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ୧ କୋଟି ୫ ଲକ୍ଷ ଟଙ୍କା । appeared first on Odisha.News.