ପିସ୍ତଲ ସଫା ବେଳେ ଗୋବିନ୍ଦାଙ୍କ ଆଣ୍ଠୁରେ ବାଜିଲା ଗୁଳି, ICUରେ ହେଲେ ଭର୍ତ୍ତି
ମୁମ୍ଵାଇ ୦୧।୧୦: ବଲିଉଡ ଅଭିନେତା ଗୋବିନ୍ଦା। ତାଙ୍କୁ ଗୁଳି ବାଜିବା ନେଇ ଖବର ସାମ୍ନାକୁ ଆସିଛି। ସାମାନ୍ୟ ଅସାବଧାନତା ତାଙ୍କୁ ମହଙ୍ଗା ପଡିଛି। ନିଜ ଗୁଳିରେ ନିଜେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି।ରିପୋର୍ଟ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ପିସ୍ତଲ ସଫା କରୁଥିବାବେଳେ ହଠାତ୍ ଆଣ୍ଠୁରେ ଗୁଳି ବାଜିଥିଲା। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ମୁମ୍ଵାଇ ୦୧।୧୦: ବଲିଉଡ ଅଭିନେତା ଗୋବିନ୍ଦା। ତାଙ୍କୁ ଗୁଳି ବାଜିବା ନେଇ ଖବର ସାମ୍ନାକୁ ଆସିଛି। ସାମାନ୍ୟ ଅସାବଧାନତା ତାଙ୍କୁ ମହଙ୍ଗା ପଡିଛି। ନିଜ ଗୁଳିରେ ନିଜେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି।

ରିପୋର୍ଟ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ପିସ୍ତଲ ସଫା କରୁଥିବାବେଳେ ହଠାତ୍ ଆଣ୍ଠୁରେ ଗୁଳି ବାଜିଥିଲା। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।