ପୁଅ ଅଭିଷେକ ବଚ୍ଚନଙ୍କ ଜୋତା ପିନ୍ଧିଲେ ଅମିତାଭ ବଚ୍ଚନ! କଣ ରହିଛି କାରଣ ଜାଣନ୍ତୁ ..

ବଲିଉଡର ସେହେନସା ହେଉଛନ୍ତି ମହାନାୟକ ଅମିତାଭ ବଚ୍ଚନ । ନିକଟରେ ତାଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କ ପତ୍ନୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ସହ ବିବାହ ବିଛେଦକୁ ନେଇଁ ବିଭିନ୍ନ ଖବର ସାମନାକୁ ଆସିଥିଲା । ଏହାରି ଭିତରେ ଅଭିନେତା ଅଭିଷେକ ବଚ୍ଚନଙ୍କ ଆଗକୁ ଆସୁଥିବା ଫିଲିମ ଆଇ ୱାଣ୍ଟ ଟୁ ଟକ ର ପ୍ରୋମସନରେ ବହୁତ ବ୍ୟସ୍ତ ଅଛନ୍ତି । ତେବେ ଅଭିଷେକଙ୍କ ପ୍ରଂଶସକ ମାନେ ପୁଣିଥରେ ତାଙ୍କୁ ବଡ ପରଦାରେ ଦେଖିବା ପାଇଁ ଉତ୍ସାହିତ […] The post ପୁଅ ଅଭିଷେକ ବଚ୍ଚନଙ୍କ ଜୋତା ପିନ୍ଧିଲେ ଅମିତାଭ ବଚ୍ଚନ! କଣ ରହିଛି କାରଣ ଜାଣନ୍ତୁ .. appeared first on KNews Odisha.

ପୁଅ ଅଭିଷେକ ବଚ୍ଚନଙ୍କ ଜୋତା ପିନ୍ଧିଲେ ଅମିତାଭ ବଚ୍ଚନ! କଣ ରହିଛି କାରଣ ଜାଣନ୍ତୁ ..
amitabha and abhishek

ବଲିଉଡର ସେହେନସା ହେଉଛନ୍ତି ମହାନାୟକ ଅମିତାଭ ବଚ୍ଚନ । ନିକଟରେ ତାଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କ ପତ୍ନୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ସହ ବିବାହ ବିଛେଦକୁ ନେଇଁ ବିଭିନ୍ନ ଖବର ସାମନାକୁ ଆସିଥିଲା । ଏହାରି ଭିତରେ ଅଭିନେତା ଅଭିଷେକ ବଚ୍ଚନଙ୍କ ଆଗକୁ ଆସୁଥିବା ଫିଲିମ ଆଇ ୱାଣ୍ଟ ଟୁ ଟକ ର ପ୍ରୋମସନରେ ବହୁତ ବ୍ୟସ୍ତ ଅଛନ୍ତି । ତେବେ ଅଭିଷେକଙ୍କ ପ୍ରଂଶସକ ମାନେ ପୁଣିଥରେ ତାଙ୍କୁ ବଡ ପରଦାରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ।

ଏହାରି ଭିତରେ ନିଜ ପ୍ରମୋସନ ପାଇଁ ସେ ବାପା ଅମିତାଭ ବଚନଙ୍କ  ସୋ କୋନ ବନେଗା କରୋଡପତି ୧୬ସିଜିନ ସେଟରେ ପହଞ୍ଚିଥିଲେ ।  ତାଙ୍କ ସହ ତାଙ୍କ ଡାଇରେକ୍ଟର ସୁଜିତ ସରକାର ଉପସ୍ଥିତ ଥିଲେ । ସୋ ସମୟରେ ଅଭିଷେକ ନିଜ ଫାମିଲି ସମ୍ପର୍କରେ କିଛି ମଜାଦାର କଥା ସେୟାର କରିଥିଲେ ।  ସେ କହିଥିଲେ ତାଙ୍କ ବାପା ଅମିତାଭ ବଚ୍ଚନ ବେଳେବେଳେ ତାଙ୍କ ଡ୍ରେସ ଓ ଜୋତା ପିନ୍ଧିଦିଅନ୍ତି ।

ଏହି କଥାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅଭିଷେକ ସୋରେ କହିଥିଲେ କି ଦାଦାଜି ଦିନେ କହିଥିଲେ କି ଯେଉଁଦିନ ଆପଣଙ୍କ ପୁଅ ଆପଣଙ୍କ ଯୋତା ପିନ୍ଧିବାକୁ ଲାଗିବ ସେହିଦିନ ଠାରୁ ସେ ଆପଣଙ୍କ ସାଙ୍ଗ ହୋଇଯିବ ।  ତ ମୁଁ କହିଲି ମୁଁ ରୁପା ହୋଇଗଲିଣୀ କାରଣ ମୁଁ ସେହି ଜୋତା ଗୁଡିକ ପିନ୍ଧିବାକୁ ଯାଉଛି । ଯାହାକି ବେଶ ଭାଇରଲ ହେବାରେ ଲାଗିଛି ।

The post ପୁଅ ଅଭିଷେକ ବଚ୍ଚନଙ୍କ ଜୋତା ପିନ୍ଧିଲେ ଅମିତାଭ ବଚ୍ଚନ! କଣ ରହିଛି କାରଣ ଜାଣନ୍ତୁ .. appeared first on KNews Odisha.