ପୁଅ ପାଇଁ କହିଲେ, ଆମେ ସବୁ ଏକ୍
ଗଲା ଥର ନିର୍ବାଚନରେ ସୁରଙ୍କ ବିରୋଧରେ ଛିଡା ହୋଇଥିଲେ ବିଭୁତି। କିନ୍ତୁ ଏଥର ବିଭୁତି ଯେଉଁ ଦଳରୁ ସୁରଙ୍କ ପୁଅ ବି ସେଇ ଦଳରୁ ଛିଡା ହୋଇଛନ୍ତି। ଯେଉଁଥିପାଇଁ ସୁରଙ୍କ ସ୍ବର ବଦଳିଛି। ବଦଳା ସ୍ବରରେ କ’ଣ କହିଛନ୍ତି, ସୁର ବାବୁ, ଶୁଣନ୍ତୁ।