ପୁଣି ଅପରିବର୍ତ୍ତିତ ରହିଲା ରିଜର୍ଭ ବ୍ୟାଙ୍କର ରେପୋ ରେଟ୍: ମହଙ୍ଗା ହେବନି ଋଣ, ବଢିବନି ଇଏମଆଇ
କନକ ବ୍ୟୁରୋ: ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ମହଙ୍ଗା ହେବନି ଋଣ, ବଢ଼ିବନି ଇଏମଆଇ। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍। ଦଶମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ୨୦୨୩ ଫେବୃଆରୀ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି।